Discover Wellness Through Cell-Care

ମାନବ ସଭ୍ୟତା ସଦାରୁ ସୁସ୍ଥତାର ଖୋଜ କରିଆସିଛି । Explore the journey to wellness and self-care. Learn how taking care of your cells can lead to better health and overall well-being. Start your path to a healthier life today!

Dr Biswajit Mohapatra

9/2/20251 min read

“CelluReva – "Global Self-Healthcare Education and Research" ରୁ ଜନ୍ମିଥିବା ଏକ ନୂଆ ଶବ୍ଦ”

ମାନବ ସଭ୍ୟତା ସଦାରୁ ସୁସ୍ଥତାର ଖୋଜ କରିଆସିଛି
କେହି ଆୟୁର୍ବେଦରେ ଔଷଧୀ, କେହି ଆକ୍ୟୁପଙ୍କଚର୍ରେ ସୁଇ, କେହି ଆଲୋପେଥିରେ ଔଷଧ, ଆଉ କେହି ନାଚୁରୋପେଥିରେ ଡିଟକ୍ସ।
କିନ୍ତୁ ୨୧ତମ ଶତାବ୍ଦୀରେ, ଯେତେବେଳେ ଜୀବନଶୈଳୀ ଜନିତ ରୋଗ ବୃଦ୍ଧି ପାଇଛି ଏବଂ ମାନସିକ ରୋଗ ଶରୀରକୁ କ୍ଷୟ କରୁଛି, ସେତେବେଳେ Global Self Healthcare & Education ରୁ ଜନ୍ମିଛି ଏକ ନୂଆ ଶବ୍ଦ — “CelluReva”।
ଏହା କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ନୂତନ ଚିନ୍ତା, ନୂତନ ଶକ୍ତି ଓ ସ୍ୱାସ୍ଥ୍ୟ ପ୍ରତି ଆମର ଦାୟିତ୍ୱର ଅଭିବ୍ୟକ୍ତି।

For Details Contact Swapnil - 8777011088